Class 5 science sample question | ପଞ୍ଚମ ଶ୍ରେଣୀ ବିଜ୍ଞାନ ନମୁନା ପରୀକ୍ଷା
ବିଜ୍ଞାନ ସିଦ୍ଧି ପରୀକ୍ଷା
ଶ୍ରେଣୀ: ପଞ୍ଚମ
୧. ଶୂନ୍ୟସ୍ଥାନ ପୂରଣ
କର। [
୧×୫ ]
କ) _________ ଅଭାବ ରେ ସ୍କର୍ଭି ରୋଗ ହୋଇଥାଏ।
ଖ) ପୁନଃଚକ୍ରଣ ଯୋଗ୍ୟ ଆବର୍ଜନା କୁ __________ କୁ ପଠାଯାଇଥାଏ।
ଗ) ଭୂମିକମ୍ପ ଅନୁଭବ କଲେ __________ ତଳେ ଲୁଚିଯିବା ଉଚିତ।
ଘ) ଆଜିକାଲି ଜ୍ଵର ମାପିବାପାଇଁ __________ ଥେର୍ମୋମିଟର ବାହାରିଲାଣି।
ଙ) ଗଙ୍ଗାନଦୀର ଜଳ କୁ ପରିଷ୍କାର ରଖିବାପାଇଁ __________
ଯୋଜନା ପ୍ରସ୍ତୁତ କରାଯାଇଛି।
କ) ଶ୍ଵେତସାର ଅଭାବରେ କ୍ଵାସିଓରକର ରୋଗ ହୋଇଥାଏ।
ଖ) ନାକରୁ ରକ୍ତ ପଡିଲେ ନାକକୁ ଚିପି ଧରିବା ଉଚିତ।
ଗ) ଓଟ ର ପାଦରେ କ୍ଷୁରା ଥିବା ହେତୁ ସେ ବାଲିରେ
ଅରାମରେ ଚାଲିଥାଏ।
ଘ) ଆମେ ଅଳିଆ ଆବର୍ଜନା କୁ ପାଣିରେ ପକାଇବା ଉଚିତ।
ଙ) ଗଛର ଚେର ମାଟିକୁ ଜାବୁଡିଧରି
ରଖେ ଓ ମୂର୍ତିକାକ୍ଷୟ ହୋଇନଥାଏ।
୩. ‘କ‘ ସ୍ତମ୍ବ ସହ ‘ଖ‘ ସ୍ତମ୍ବ ମିଳାଅ । [ ୧×୫ ]
|
‘କ‘ ସ୍ତମ୍ବ |
‘ଖ’ ସ୍ତମ୍ବ |
|
ମାଲରିଆ |
ବାୟୁ
ପ୍ରକୋଷ୍ଠ |
|
ପଦ୍ମ
|
ମୃତ୍ତିକା
କ୍ଷୟ |
|
ବାୟୁ |
ମଶା
|
|
କ୍ଷତ |
ଯକ୍ଷ୍ମା |
|
ବୃକ୍ଷ
|
ଧନୁଷ୍ଟଙ୍କାର |
|
|
|
୪. ଭ୍ରମ ସଂଶୋଧନ କର। [ ୧×୫
]
କ) ଅଣସଂକ୍ରାମକ ରୋଗ ଜୀବାଣୁ ଓ ବୀଜାଣୁ ଦ୍ଵାରା ବ୍ୟାପିଥାଏ।
ଖ) ମାଛ ତାର ଫୁସଫୁସ ଦ୍ଵାର ଶ୍ବାସକ୍ରିୟା କରେ।
ଗ) ଜଙ୍ଗଲ କ୍ଷୟ ହେଲେ ବାଯୁମଣ୍ଡଳ ପ୍ରଦୂଷଣ ମୁକ୍ତ
ହୋଇଥାଏ।
ଘ) ସାପ କାମୁଡିଲେ ବ୍ୟକ୍ତି କୁ ଓ. ଆର. ଏସ ପାଣି
ପିଆଇବା ଉଚିତ।
ଙ) ବାତ୍ୟା ପରେ ଆମେ ବାହାର
ଜଳ କୁ ସେମିତି ବ୍ୟବହାର କରିବା ଉଚିତ।
୫. ସଂକ୍ଷେପରେ ଉତ୍ତର ଦିଅ। [ ୧×୧୦ ]
କ) ଭିଟାମିନ- A ଅଭାବ ରେ କେଉଁ ରୋଗ ହୋଇଥାଏ ?
ଖ) ଧନୁଷ୍ଟଙ୍କାର ନ ହେବା ପାଇଁ କେଉଁ ଟୀକା ନେବା
ଉଚିତ ?
ଗ) କେତେ ପ୍ରକାରର ଆବର୍ଜନା କୁଣ୍ଡ ଅଛି ? ଓ କଣ କଣ ?
ଘ) ଆମ ଦେଶ ର କେଉଁ ସ୍ଥାନରେ ପ୍ରସ୍ତର ଉଦ୍ୟାନ
ଅଛି ?
ଙ) ଭୂମିକମ୍ପ କଣ ?
ଚ) ରୋଷେଇ ସମୟରେ ଲୁଗା ରେ ନିଆଁ ଲାଗିଗଲେ କଣ
କରିବା ?
ଛ) ଓଟ ତାର ଖାଦ୍ଯ ଓ ଜଳ କେଉଁଠି ସାଇତିକି ରଖିଥାଏ
?
ଜ) ପଦ୍ମ ପତ୍ର ର ଉପରିଭାଗ କିପରି ଥାଏ ?
ଝ) ମୃତ୍ତିକା କ୍ଷୟ କହିଲେ କଣ ବୁଝୁଛ ?
ଞ) ଆବର୍ଜନା ନିଷ୍କାସନ ନକଲେ ଆମର କଣ ଅସୁବିଧା
ହେବ ?
୬. ନିମ୍ନୋକ୍ତ ପ୍ରଶ୍ନ ର
ଉତ୍ତର ୨ ରୁ ୩ ଟି ବାକ୍ୟ ରେ ଦିଅ। [
୨×୬]
କ) ବାଘ ର କେଉଁ ଗୁଣ ଯୋଗୁ ସେ ଜଙ୍ଗଲ ରେ ରହିପାରେ
?
ଗ) ବାତ୍ୟା ସମୟରେ କଣ ସବୁ ସୁରକ୍ଷା ପଦକ୍ଷେପ
ଗ୍ରହଣ କରିବା ଉଚିତ ?
ଘ) ଅଳିଆ ଆବର୍ଜନା ଦ୍ଵାରା ଆମ ପରିବେଶ ର କି କ୍ଷତି
ହେଉଛି ?
ଙ) ବାୟୁ ମାଧ୍ୟମରେ ରୋଗ କିପରି ବ୍ୟାପେ ଲେଖ ଓ ବାୟୁ ରେ ବ୍ୟାପୁଥିବା ରୋଗର ଉଦାହରଣ ଦିଅ।
ଚ) ମୃତ୍ତିକା କ୍ଷୟ କିପରି ହୋଇଥାଏ ?
୭. କାରଣ ଦର୍ଶାଅ। ଯେ କୌଣସି
୩ ଟି ର [
୩×୩ ]
କ) ଆଜିକାଲି ବୃଷ୍ଟିପାତରେ ଅନିୟମତା ଦେଖାଯାଉଛି।
ଖ) ମାଛ ପାଣିରେ ବଞ୍ଚିପାରେ କିନ୍ତୁ ବାହାରକୁ
ବାହାର କଲେ ମରିଯାଏ।
ଗ) ଆବର୍ଜନା କୁ ଉପଯୁକ୍ତ ଉପାୟ ରେ ନଷ୍ଟ କରିବା
ଉଚିତ।
ଘ) ପିଲା ମାନଙ୍କ ପାଇଁ କ୍ଷୀର ଏକ ସୁଷମ ଖାଦ୍ଯ
ଅଟେ।
୮. ପାର୍ଥକ୍ଯ ଦର୍ଶାଅ। ଯେ
କୌଣସି ୩ ଟି ର [
୩×୩ ]
କ) ମୃତ୍ତିକା କ୍ଷୟ ଓ ଜଙ୍ଗଲ କ୍ଷୟ
ଖ) ବାତ୍ୟା ଓ ଭୂମିକମ୍ପ
ଗ) ଖାଦ୍ଯ ଶୃଙ୍ଖଳା ଓ ପରିବେଶ ସନ୍ତୁଳନ
ଘ) ଶ୍ଵେତସାର ଓ ପୃଷ୍ଟିସାର
୯. ନିମ୍ନୋକ୍ତ ପ୍ରଶ୍ନ ମଧ୍ୟରୁ
୬ ଟି ପ୍ରଶ୍ନ ର ଉତ୍ତର ବିସ୍ତାର ଭାବେ ଦିଅ ? [
୫×୬ ]
କ) ସଂକ୍ରାମକ ରୋଗ କିପରି ବ୍ୟାପିଥାଏ ଲେଖ।
ଖ) ସଂକ୍ରାମକ ରୋଗ ରୁ ରକ୍ଷା ପାଇବାର ଉପାୟ ଗୁଡିକ
ଲେଖ।
ଗ) ପୌରାଞ୍ଚଳ ରେ ଆବର୍ଜନା ନିଷ୍କାସନ ପାଇଁ କି
କି ବ୍ୟବସ୍ତା ମାନ ହୋଇଛି ଲେଖ।
ଘ) ବାତ୍ୟା ଓ ଭୂମିକମ୍ପ ସମୟରେ କି କି ସାବଧାନତା
ଅବଲମ୍ବନ କରିବା ଲେଖ।
ଙ) ସାପ କାମୁଡିଲେ କଣ କରିବା ଓ କଣ କରିବାନାହିଁ ଲେଖ।
ଚ) ପକ୍ଷୀ ର କେଉଁ କେଉଁ ଗୁଣ ପାଇଁ ସେ ଆକାଶରେ
ଉଡିପାରେ ଲେଖ।
ଛ) ଜଙ୍ଗଲ କ୍ଷୟ ହେଲେ ଆମର କି କି ଅସୁବିଧା ସବୁ
ହେବ ଲେଖ।
ଜ) ଥର୍ମୋମିଟର କୁ କିପରି ବ୍ୟବହାର କରାଯାଏ ଲେଖ
?
Comments
Post a Comment