ସାହିତ୍ଯ ସିଦ୍ଧି ପରୀକ୍ଷା ଶ୍ରେଣୀ: ପଞ୍ଚମ ପୂର୍ଣାଙ୍କ: ୧୦୦ ସମୟ: ୨ ଘଣ୍ଟା ୧. ବନ୍ଧନୀ ମଧ୍ୟରୁ ଠିକ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। [ ୧×୫ ] ( ବିସ୍ମିତ , ରଙ୍ଗବେରଙ୍ଗ , ଶୃଙ୍ଖଳିତ , ତେଜସ୍କ୍ରିୟ , ମୋତି ମାଣିକ ) କ) ନମ୍ରତା ................... ଠାରୁ ବଳି ବଡ ସମ୍ପଦ। ଖ) ଗୁରୁଙ୍କ ମୁହଁ ରୁ ଏକଥା ଶୁଣି ...